Videos

Actress Varsha Video: ବର୍ଷାରେ ଭିଜିଭିଜି ନାଚିଉଠିଲେ ବର୍ଷା ପ୍ରିୟଦର୍ଶିନୀ, ଭାଇରାଲ ହେଲା ଭିଡିଓ

Actress Varsha Video: ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ଓଲିଉଡ କ୍ୱିନ୍। ଫିଲ୍ମ ସୁଟିଂ ସେଟ୍ ହେଉ ବା ନିଜ ବ୍ୟକ୍ତିଗତ ଖୁସିର ଦିନ ସବୁକିଛି ନିଜ ଇନଷ୍ଟା ପେଜ୍ ରେ ସେୟାର କରନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ କିଛି ଘଣ୍ଟା ତଳେ ଅଭିନେତ୍ରୀ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବର୍ଷାରେ ଓଦା ହେଉଥିବା ଦେଖିବାକୁ ମିଳିଛି। ତେବେ ଏହିସମୟରେ ଏକ ବ୍ଲୁ ରଙ୍ଗର ଚୁଡିଦାର ସେଟ୍ ପିନ୍ଧିଛନ୍ତି ବର୍ଷା । ତେବେ ଏହି ଭିଡିଓକୁ ବେଶ୍ ପସନ୍ଦ କରିଛନ୍ତି ତାଙ୍କ ଫ୍ୟାନ୍ସ।

 

 

Also Read:

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More