Varsha Priyadarshini: ଭିଡିଓ ସେୟାର କରି କାହାକୁ ନିଜର ଲାଇଫ୍ ଲାଇନ କହିଲେ ବର୍ଷା...ଦେଖନ୍ତୁ ଭିଡିଓ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସବୁ କିଛି ଭୁଲି ଏବେ ପୁଣିଥରେ ନିଜକୁ ସାମାଜିକ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏହାସହ ଅନେକ ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଥାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେହିପରି କିଛିଦିନ ତଳେ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ ଯେ, My lifeline Mishtti...ତେବେ ଜଣେ କୁନିଝିଅଙ୍କ ସହ ସମୟ ବିତାଉଥିବାର ଏକ ଭିଡିଓ ସେ ସେୟାର କରିଛନ୍ତି ।
More Videos
More Videos
More Videos
More Videos
More Videos