Varsha Priyadarshini Video: ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏକାଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି। ନିକଟରେ ତାଙ୍କର ଏକ ଫିଲ୍ମ ଓ୍ବାଇଫ୍ ରିଲିଜ୍ ହୋଇଛି। ତେବେ, ଏହାରି ଭିତରେ ସେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ତେବେ, ଫିଲ୍ମର ନାଁ ଟି ଘୋଷଣା ହୋଇ ନ ଥିବା ବେଳେ ସୁଟିଂ ଆରମ୍ଭ ହୋଇଛି। ଦେଖନ୍ତୁ ସୁଟିଂ ସେଟ୍ ରେ କଣ କରୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।