Video: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ନଜର ଆସିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି । 'ୱାଇଫ୍' ଚଳଚ୍ଚିତ୍ରର ଗୀତରେ ବର୍ଷାଙ୍କ ସହ ଇରାଙ୍କ ଏହି ରିଲସଟି ଖୁବ ଭାଇରାଲ୍ ହେବାକୁ ଲାଗିଛି ସୋସିଆଲ ମିଡିଆରେ । ଅଭିନେତ୍ରୀ ବର୍ଷା ନିଜେ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ଅନେକ ପ୍ରେକ୍ଷାଳୟରେ ଆଗେଇ ଚାଲିଛି ବର୍ଷାଙ୍କ ଅଭିନିତ ନୂଆ ସିନେମା 'ୱାଇଫ୍' ।
More Videos
More Videos
More Videos
More Videos
More Videos