Viral Video: ଗତକିଛି ଦିନ ତଳେ, ସାହୁ ଭାଉଜଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ତେବେ, ଏହା ପରେ ସେ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ତେବେ, ସେହି ଦିନ ଠାରୁ ଲଗାତର ଭାବେ ଓଡି଼ଆ ଭାଉଜଙ୍କ ଏକାଧିକ ଭିଡିଓ ଭାଇରାଲ୍ ହେବାର ଲାଗିଛି। ତେବେ, ଏହାରି ଭିତରେ ,ଜଣେ ଓଡିଆ ଭାଉଜ (ନିରୁପମା ଭାଉଜ)ଙ୍କ ଭିଡିଓ ସୋସିଆସ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...
More Videos
More Videos
More Videos
More Videos
More Videos