Videos

Hardik Pandya: ବିରାଟଙ୍କ ପରେ ଭାଇରାଲ ହେଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭିଡିଓ...ବାରବାଟୀରେ କରିଥିଲେ ଏହି କାମ

Hardik Pandya: ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି ମାନେ ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧୨ରେ ଅହମ୍ମଦାବାଦରେ ତୃତୀୟ ଏକଦିବସୀୟ ମ୍ୟାଚ୍ ଖେଳିବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ତୃତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳିମାନେ ଆଜି ଜୋରଦାର୍ ପ୍ରାକ୍ଟିସ୍ ଜାରି ରଖିଛନ୍ତି। ତେବେ ବାରବାଟୀ ବ୍ୟାଟେଲରେ ଭାରତୀୟ ଟିମ୍ ବିଜୟ ହାସଲ କରିବା ପରେ କ୍ରିକେଟ ଫ୍ୟାନ୍ସ ଙ୍କ ଖୁସି ନକହିଲେ ନସରେ। ତେବେ ଏହାରି ମଧ୍ୟରେ ବିରାଟ, ହାର୍ଦ୍ଦିକ ଓ ରୋହିତଙ୍କ କିଛି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। 

ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More