Videos

Air India Plane Crash: ୨୪୨ ଜଣ ଯାତ୍ରୀଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ, ଦେଖନ୍ତୁ Video

Ahmedabad plane crash video: ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ANI ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ସମ୍ବାଦ ସରବରାହ ସଂସ୍ଥା PTI ରିପୋର୍ଟ କରିଛି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା। ଅଗ୍ନିଶମ ଅଧିକାରୀ ଜୟେଶ କହିଛନ୍ତି ଯେ ଘଟଣାସ୍ଥଳେ ଦମକଳ ଗାଡ଼ି ଉପସ୍ଥିତ ଅଛି। ଦେଖନ୍ତୁ କ୍ରାସ ସମୟର ଭିଡିଓ

Video Thumbnail
Share
Advertisement
Read More