Nilachakra Bana: ପୁଣି ଆଉ ଏକ ଅଘଟଣ। ଶ୍ରୀମନ୍ଦିର ନିଳଚକ୍ରରୁ ଚିଲ ପକ୍ଷୀ ନେଇଗଲା ବାନା। ଗତକାଲି ଘଟିଛି ଏଭଳି ଅଘଟଣ। କିଛିଦିନ ତଳେ ଅକ୍ଷୟ ଦଣ୍ଡ ଭାଙ୍ଗି ପଡିଥିବା ବେଳେ ଗତକାଲି ଚିଲ ନେଇଗଲା ପତିତପାବନ ବାନା। ଯଦିଓ ମୁଖ୍ୟ ବାନାଟି ନୁହେଁ ବରଂ ନିଳାଚକ୍ର ତଳେ ବନ୍ଧା ଯାଇଥିବା ଅନେକ ବାନା ମଧ୍ୟରୁ ଗୋଟିଏ ନେଇ ଉଡି ଯାଇଥିଲା। ତେବେ ବାନାକୁ ନେଇ ଉଡି ଯାଉଥିବାର ଦୃଶ୍ୟ ମଧ୍ୟ ଥିଲା ବେଶ୍ ବିରଳ। ଏଭଳି ଘଟଣା ଯେତିକି ବ୍ୟଥିତ କରିନାହିଁ ବରଂ ସେତିକି ରୋମାଞ୍ଚିତ କରିଛି। ମହାପ୍ରଭୁଙ୍କର ଏଭଳି ଲିଳା କାହିଁକି ବୋଲି ଭକ୍ତଙ୍କ ମନରେ ଆନ୍ଦୋଳିତ କରିଛି। ବେଳେବେଳେ ବିପଦ ସଙ୍କେତ ଦେବା ପାଇଁ ମଧ୍ୟ ମହାପ୍ରଭୁ ଅଲ୍ଯୈକିକ ସଂକେତ ପ୍ରଦାନ କରିଥାନ୍ତି ବୋଲି କହିଛନ୍ତି ଚୁନା ସେବକ
More Videos
More Videos
More Videos
More Videos
More Videos