Indian soldier death: ସିଲିଗୁଡ଼ିରେ ଚିକିତ୍ସାଧୀନ ଅବସ୍ତାରେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଯିବା ପରେ ନିଜ ଗା ରେ ହେଲା ଶବ ସତ୍କାର। ମୃତକ ଯବାନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧିନସ୍ତ ଧନୁର୍ଜୟପୁର ଗ୍ରାମର ବାସିନ୍ଦା ବିଜୟ କୁମାର ପ୍ରଧାନ। ବିଜୟ କୁମାର ପଶ୍ଚିମବଙ୍ଗ ର ସିଲିଗୁଡି ଠାରେ ବିଏସଏଫ ର ଏ.ଏସ.ଆଇ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ଥିଲେ। ବିଜୟ କୁମାର ପ୍ରଧାନ (ବୟସ ୪୧) ପିତା ହରେକୃଷ୍ଣ ପ୍ରଧାନ (ବୟସ ୬୫) ଶାରୀରିକ ଅସୁସ୍ଥତା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଶାରୀରିକ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିବା ବେଳେ ଚିକିଶ୍ଚିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ପରବର୍ତ୍ତୀ ସମୟରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜନ୍ମମାଟିରେ ଶେଷକୃତ ସମ୍ପର୍ଣ ହୋଇଯାଇଛି।
More Videos
More Videos
More Videos
More Videos
More Videos