Viral Video: ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମନିଆମ୍ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମଦ୍ୟପ ବ୍ୟକ୍ତି କିଛି ବିବାଦ ପରେ କ୍ରୋଧିତ ହୋଇ ଏକ ଇଲେକ୍ଟ୍ରି ଖୁଣ୍ଟି ଉପରକୁ ଚଢ଼ି ତାରରେ ଶୋଇ ଯାଇଥିଲେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ପରିବାର ସଦସ୍ୟ କ୍ରମାଗତ ଓହ୍ଲାଇ ଆସିବାକୁ ନେହୁରା ହେଉଥିଲେ।

More Videos
More Videos
More Videos
More Videos
More Videos