Videos

Video: ଇନଷ୍ଟା ଗର୍ଲ ପ୍ରିୟଙ୍କା ସନମଙ୍କ ଆଉ ଏକ ଦୁଷ୍ଟାମି ଭିଡିଓ ଭାଇରାଲ୍

Video: ଇନଷ୍ଟା ଗର୍ଲ ପ୍ରିୟଙ୍କା ସନମ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଛନ୍ତି । ଅନେକ ଗଣମାଧ୍ୟମରେ ସେ ସାକ୍ଷାତକାର ଦେଇ ନିଜ ବିଷୟରେ କହିଛନ୍ତି । ତେବେ କିଛି ଦିନ ହେବ ପ୍ରିୟଙ୍କା ନୂଆ ଭିଡିଓ ଅପଲୋଡ କରୁନଥିବା ସମୟରେ ତାଙ୍କର ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ରହିଛି ପ୍ରିୟଙ୍କାଙ୍କ ଦୁଷ୍ଟାମି ସମୟର କିଛି ଝଲକ ।

Video Thumbnail
Share
Advertisement
Read More