Viral Video: ମିଆଁମାର ଭୂକମ୍ପ ସମୟର ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ, ଏହା ଏକ ହସ୍ପିଟାଲ ଭିତରର ଦୃଶ୍ୟ । ନବଜାତ ଶିଶୁଙ୍କୁ ଗୋଟିଏ ଗୃହରେ ରଖାଯାଇଛି ଏବଂ ସେଠାରେ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଅଛନ୍ତି । ଭୂକମ୍ପ ସମୟର ସମସ୍ତ ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ରହିଥିଲା । ଦେଖନ୍ତୁ ସ୍ୱାସ୍ଥ୍ୟକର୍ମୀ ଦୁଇଜଣ କିପରି ନବଜାତ ଶିଶୁଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି ।
More Videos
More Videos
More Videos
More Videos
More Videos