Viral Video: ଯାତ୍ରା ଗ୍ରାଣ୍ଡ ମହଲ ମଞ୍ଚରୁ ଭାଇରାଲ୍ ହୋଇଛି ଆଉଜଣେ ନୂଆ ଆଇଟମ ଗର୍ଲଙ୍କ ଏହି ଭିଡିଓ । ଜଣେ ଦର୍ଶକ ଏହି ଭିଡିଓଟିକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ କମେଣ୍ଟ ବକ୍ସରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଇଟମ ଗର୍ଲଙ୍କ ନାମ ମିଷ୍ଟି ବୋଲି ଜଣାପଡିଛି ।
More Videos
More Videos
More Videos
More Videos
More Videos