Videos

Video: ହୋଲିରେ ଭାଇରାଲ୍ ହେଲା ଡେଭିଲ୍ କୁଇନ ଅର୍ପିତାଙ୍କ ଆଉ ଏକ ଭିଡିଓ

Viral Video: ହୋଲି ପାଇଁ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଥିବା ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳୁଛି । ହୋଲି ଅବସରରେ ଅନେକ ସେଲିବ୍ରେଟି ମଧ୍ୟ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଭାଇରାଲ୍ ଗର୍ଲ ଡେଭିଲ୍ କୁଇନ ଅର୍ପିତାଙ୍କ ହୋଲି ଖେଳ ରିଲ୍ସଟି ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସା ପାଇଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More