Videos

Video: ପୁଣି ଭାଇରାଲ୍ ହେଲା ପ୍ରିୟଙ୍କା ସନମଙ୍କ ଆଉ ଏକ ଭିଡିଓ

Viral Video: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ପୁଣି ଆକ୍ଟିଭ୍ ହୋଇଛନ୍ତି ପ୍ରିୟଙ୍କା ସନମ । କିଛି ଦିନର ବ୍ୟବଧାନ ପରେ ପୁଣି ପ୍ରଶଂସକଙ୍କୁ ନୂଆ ରିଲ୍ସ ଭେଟିଦେଇଛନ୍ତି ପ୍ରିୟଙ୍କା । ଏହି ରିଲ୍ସଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଅନେକ ପ୍ରଶଂସକ ସକରାତ୍ମକ ପ୍ରତିକ୍ରିୟା କମେଣ୍ଟ ବକ୍ସରେ ଦେଇଥିବା ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More