Viral Video: ଇନଷ୍ଟାଗର୍ଲ ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ ପ୍ରିୟଙ୍କା ସନମ । ବିଭିନ୍ନ ଗୀତରେ ରିଲ୍ସ କରି ସୋସିଆଲ ମିଡିଆ ୟୁଜରଙ୍କ ହୃଦୟକୁ ଛୁଇଁ ଲକ୍ଷ ଲକ୍ଷ ଫଲୋଅର୍ସ ହାତେଇଥିବା ପ୍ରିୟଙ୍କା ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି । କିନ୍ତୁ ଏବେ ମଧ୍ୟ ପ୍ରିୟଙ୍କାଙ୍କ ପୁରୁଣା ରିଲ୍ସ ଗୁଡିକ ଭାଇରାଲ୍ ହେବାରେ ଲାଗିଛି ।