Videos

Video: ରୁମ୍ ଭିତରୁ ଭାଇରାଲ୍ ହେଲା ବିକି ପପଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ ସାଥିରେ କିଏ...

Viral Video: ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ବିକି ପପ୍ କିଛି ଦିନ ହେବ ଇନଷ୍ଟାରୁ ଦୂରେଇଯାଇଥିଲେ କିନ୍ତୁ ବର୍ତ୍ତମାନ ସେ ପୁଣି ସୋସିଆଲ ମିଡିଆରେ ଆକ୍ଟିଭ୍ ହୋଇଛନ୍ତି । ଅନେକ ସମୟରେ ବିକି ନୂଆ ନୂଆ ରିଲ୍ସ ସେୟାର କରୁଥିବା ଦେଖିବାକୁ ମିଳୁଛି । ନିକଟରେ ରିଲିଜ୍ ହୋଇଥିବା ନୂଆ ଓଡ଼ିଆ ଫିଲ୍ମ 'ଘମାଘୋଟ' ଗୀତରେ ନିଜ ସାଙ୍ଗମାନଙ୍କ ସହ ବିକି ଏହି ରିଲ୍ସ ପ୍ରସ୍ତୁତ କରିଛନ୍ତି । ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement
Read More