Anti Terror Mockdrill: ଚଳିତ ରଥଯାତ୍ରାରେ ଆଣ୍ଟି ଟେରର ଅପରେସନ ଉପରେ ଫୋକସ୍।ରେଳ ଷ୍ଟେସନ ଓ ଶ୍ରୀମନ୍ଦିର ପରେ ଆଜି ହୋଟେଲ ସୁରକ୍ଷା ପାଇଁ ହୋଇଛି ଆଣ୍ଟି ଟେରର ମକ୍ ଡ୍ରିଲ୍।ଆତଙ୍କି ମୁକାବିଲା ପାଇଁ ପୁରୀ ବାଲିଆପଣ୍ଡା ସ୍ଥିତ ସ୍ବସ୍ତି ହୋଟେଲ କୁ ପ୍ରତୀକାତ୍ମକ ଭାବରେ ନିଆଯାଇଥିଲା ।ହୋଟେଲ ସ୍ବସ୍ତି କୁ ଆତଙ୍କବାଦୀ କବଜା କରିଥିବା ବେଳେ ଟେରର ଅପରେସନ କରିଥିଲା STU ବା ସ୍ପେସିଆଲ୍ ଟାକ୍ଟିକାଲ୍ ୟୁନିଟ୍ ।
More Videos
More Videos
More Videos
More Videos
More Videos