Videos

Anubhav mohanty Video: ଅଭିନେତା ଓ ରାଜନେତା ପରେ ଏବେ ଗୀତିକାର ହେବେ କି ଅନୁଭବ ମହାନ୍ତି? ସେୟାର କଲେ ଏହି ଭିଡିଓ...

Anubhav mohanty Video: ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ସେତେଟା ଆକ୍ଟିଭ୍ ନଥିଲେ ବି ତାଙ୍କର ପ୍ରତ୍ୟେକ ଭିଡିଓ ଟ୍ରେଣ୍ଡିଂରେ ରହିଥାଏ। ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସ ଓ ଜନତାଙ୍କୁ ନିଜର ମନର କଥା କହିଥାନ୍ତି ଓ ଭାବନାକୁ ପ୍ରକାଶ କରିଥାନ୍ତି ଅଭିନେତା। ନିକଟରେ ସେ ଗୀତ ଗାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More