Anubhav Varsha Video: ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ନିକଟରେ ଅନୁଭବ ମହାନ୍ତି ନିଜ ବାନ୍ଧବି ଜାଗ୍ରତିଙ୍କୁ ପୁଣିଥରେ ବିବାହ କରିଛନ୍ତି। କିନ୍ତୁ ଅତୀତରେ ବର୍ଷା-ଅନୁଭବଙ୍କ ଯୋଡ଼ି ସୁପରହିଟ୍ ଥିଲା। ଓଡ଼ିଶାର ଲୋକମାନେ ଏହି ଯୋଡିଙ୍କୁ ଖୁବ୍ ଭଲ ପାଉଥିଲେ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଅନୁଭବ-ବର୍ଷାଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଏହି ଯୋଡି ଏକ ପୁରୁଣା ଗୀତରେ ଝୁମୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos