Videos

Arindam Roy Video: ହାତାହାତି ହେଲେ ଅରିନ୍ଦମ ରାୟଙ୍କ ସମର୍ଥକ ଓ ହିମାଂଶୁ ମହାନ୍ତିଙ୍କ ସମର୍ଥକ

Arindam Roy Video: ବିଜେପିରେ ଗୋଷ୍ଠୀ କନ୍ଦଳ, ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ଗଣ୍ଡଗୋଳ । ଟାଙ୍ଗୀ ସ୍ଥିତ ଡ୍ରିମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ କଟକରୁ ଆସିଥିବା ଅରିନ୍ଦମ ରାୟଙ୍କ ସମର୍ଥକ ଓ ହିମାଂଶୁ ମହାନ୍ତିଙ୍କ ସାଲେପୁରରୁ ଆସିଥିବା ବିଜେପି ସମର୍ଥକଙ୍କ ମଧ୍ୟରେ ହାତାହାତି। ଭାଇରାଲ ହୋଇଛି ଭିଡିଓ। ତେବେ ଏହାରି ମଧ୍ୟରେ ପୋଲିସ ମଧ୍ୟ ଆସି ବୁଝାବୁଝି କରିଥିବା ଦେଖିବାକୁ ମିଳିଛି।

 

 

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More