Videos

Ayodhya Temple: ଅଯୋଧ୍ୟାରେ ପ୍ରତିଦିନ ଜମୁଛି ଭିଡ, ୧୧ ଦିନରେ ହେଲାଣି ୧୧ କୋଟିର ଦାନ

ରାମଭକ୍ତମାନେ ମନଖୋଲା ରାମଲାଲାଙ୍କ ଦରବାରରେ ଦାନ କରୁଥିବା ଖବର ସାମ୍ନାକୁ ଆସିଛି। ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଭକ୍ତମାନେ ଏହି ଦାନ କରୁଛନ୍ତି। ଜାନୁଆରୀ ୨୩ ଠାରୁ ରାମଲାଲାଙ୍କୁ ସର୍ବସାଧାରଣ ଦର୍ଶନ କରୁଛନ୍ତି ଓ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ସେବେ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୧ ଦିନ ମଧ୍ୟରେ ରାମଲାଲାଙ୍କ ନିକଟରେ ପ୍ରାୟ ୧୨ କୋଟି ଟଙ୍କା ଦାନ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅର୍ଥାତ ୨୨ ଜାନୁଆରୀରେ ସମାରୋହରେ ପହଞ୍ଚିଥିବା ପ୍ରାୟ ୮ ହଜାର ଅତିଥି ଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନେକ ବିଜେପି ବିଧାୟକ ୧୧ ଫେବ୍ରୁଆରୀରେ ରାମଲାଲାଙ୍କୁ ଦର୍ଶନ କରିବେ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More