ହୃଦୟକୁ ଥରାଇ ଦେବା ଭଳି ଚିତ୍ରଟିଏ। ଛାତିରେ ଛାତିଏ କୋହ ଭରିବା ଭଳି ଚିତ୍ରଟିଏ। ଟ୍ରାକ ଉପରେ ଶୋଇଛି ଛୁଆ ହାତୀ। ଆଉ ତାକୁ ଜଗିଛି ମା। ମା' ଟିଏ ସେ। ନିଜ ଛୁଆକୁ ମରିବା ସତ୍ତ୍ୱେ ଛାଡ଼ି ଯାଇନାହିଁ। ଟ୍ରେନକୁ ଅଟକାଇଛି ମା ହାତୀ। ଦେଖନ୍ତୁ ଭିଡିଓ...
More Videos
More Videos
More Videos
More Videos
More Videos