ରଥଯାତ୍ରାରେ ନୂଆ ପରମ୍ପରା ସୃଷ୍ଟି କଲେ ପିପୂଲସ୍ ସିଏମ ।ରଥଦାଣ୍ଡ ସଫେଇ କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରହିଥିବା ବେଳେ ଆଜି ରଥଦାଣ୍ଡ ସଫେଇ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।ଦୁଇ ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସୂର୍ଯ୍ଯବଂଶୀ ସୁରଜ, ସାଂସଦ ସମ୍ବିତ ପାତ୍ର ଆଦି ନିଜର ସହଯୋଗୀ ମନ୍ତ୍ରୀ , ,ସାଂସଦ ଓ ବିଧାୟକ ମାନଙ୍କ ସହ ନିଜେ ବଡ଼ଦାଣ୍ଡରେ ଝାଡୁ ମାରିଛନ୍ତି ମୁଖ୍ୟମନ୍ତ୍ରୀ। ରେଡ କ୍ରସ୍ , ସ୍କାଉଟ,ବିଭିନ୍ନ ସଙ୍ଗଠନ ଓ ବିଜେପି କାର୍ୟ୍ଯିକର୍ତ୍ତାଙ୍କ ସମେତ ସାଧାରଣ ଲୋକଙ୍କ ସହ ମିଶି ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ।
More Videos
More Videos
More Videos
More Videos
More Videos