Videos

Video: ବାଗେଶ୍ୱର ବାବାଙ୍କ ପୁରୁଣା ଭିଡିଓ ହେଉଛି ଭାଇରାଲ୍

Video: ବାଗେଶ୍ୱର ବାବା ଧିରେଦ୍ର ଶାସ୍ତ୍ରୀଙ୍କୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ଜାରି ରହିଛି । ଲକ୍ଷ ଲକ୍ଷ ଲୋକ ବାବାଙ୍କ ଦରବାରରେ ଭିଡ ଲଗାଉଛନ୍ତି । ଏହାରି ମଧ୍ୟରେ ବାବାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସେଥିରେ ଦେଖିବାକୁ ମିଳିଛି ଯେ, ଏକ ଛୋଟ ଗାଁରେ କମ ଲୋକଙ୍କ ଗହଳୀରେ ବାବାଙ୍କ ଦରବାର ଚାଲିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More