Videos

Bahuda Yatra: ବାହୁଡିବେ ମହାବାହୁ, ଜନ୍ମବେଦୀରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି

ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା। ଜନ୍ମ ବେଦୀରେ ନବଦିନାତ୍ମକ ଲୀଳା ସମାପନ ପରେ ଭାଇ ଭଉଣୀଙ୍କୁ ସାଥିରେ ଧରି ମହା ପ୍ରଭୁ ବଡ଼ ଠାକୁର ଶ୍ରୀମନ୍ଦିରକୁ ବାହୁଡିବେ। ହେରାପଞ୍ଚମୀ ତିଥିରେ ମା' ମହାଲକ୍ଷ୍ମୀଙ୍କୁ କଥା ଦେଇଥିବା କାଳିଆ ଠାକୁର ଆଜି ଫେରୁଛନ୍ତି ଶ୍ରୀମନ୍ଦିର l ଏ ପଟେ ଶ୍ରୀଜୀୟୁମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରସ୍ତୁତ । ନ ଦିନ ଧରି ଖାଲି ପଡିଥିବା ଶ୍ରୀମନ୍ଦିର ପୁଣି ହୋଇ ଉଠିବା ଚଳଚଂଚଳ l

Video Thumbnail
Share
Advertisement
Read More