Banaklagi Niti: ଆଜି ସାଢେ଼ ତିନି ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ।ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ ବନ୍ଦ ରହିବ ସାଧାରଣ ଦର୍ଶନ ।ଆଜି ତା୫.୬.୨୦୨୪, ବୁଧବାର ପବିତ୍ର ଜେଷ୍ଠ..କୃଷ୍ଣ ଚତୁର୍ଦ୍ଦଶୀ ତିଥି ରେ ଶ୍ରୀବିଗ୍ରହ ମାନଙ୍କ * *ବନକ ଲାଗି* ନୀତି ଅନୁଷ୍ଠିତ ହେବ ।ବନକଲାଗି ନୀତି ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୭.୦୦ ଟିକା ରୁ ରାତ୍ର ଘ.୧୦.୩୦ ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ।
More Videos
More Videos
More Videos
More Videos
More Videos