Videos

Jatra Dance Video: ସାହୁ ଭାଉଜ, ନିଶାଙ୍କୁ ପଛରେ ପକାଇଲେ ଏହି ଯୁବତୀ, ଭାଇରାଲ ହେଲା ସୁନ୍ଦର ଭିଡିଓ

Jatra Dance Video: ଏବେ ଓଡ଼ିଶା ରେ ଚହଳ ପକାଇଛନ୍ତି ଯାତ୍ରା ଡ୍ୟାନ୍ସର ସାହୁ ଭାଉଜ ଓ ନିଶା ମହାରଣା। ପ୍ରତିଟି ଯାତ୍ରା କମିଟି ଏବେ ନିଶା ଓ ସାହୁ ଭାଉଜଙ୍କ ଡିମାଣ୍ଡ ଦେଖି ତାଙ୍କୁ ମେଲୋଡି କରିବାକୁ ନିମନ୍ତ୍ରଣ କରୁଛନ୍ତି। ହେଲେ ଏବେ କିଛି ଦିନ ହେଲା ଏକ ଭିଡିଓ ଭାଇରାଲ ହେଉଛି ଯେଇଁଠି ଜଣେ ଯୁବତୀ ଶାଢୀ ପିନ୍ଧି ଏତେ ସୁନ୍ଦର ନାଚିଛନ୍ତି ଏ ଭିଡିଓ ଦେଖିଲେ ଆପଣ ଜାଣିପାରିବେ। ଆଉ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଛନ୍ତି ଯେ, ଦେହ ନଦେଖେଇ ଏହି ଯୁବତୀ ଅତ୍ୟନ୍ତ ସୁନ୍ଦର ଡ୍ୟାନ୍ସ କରିଛନ୍ତି।

Video Thumbnail
Share
Advertisement
Read More