Viral Video: କିଛି ଦିନ ତଳେ ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବଂ ହାସ୍ୟ ଅଭିନେତା ରବି କୁମାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ରବିଙ୍କୁ ଏକ ନିଆରା ଢଙ୍ଗରେ ପ୍ରପୋଜ କରିବାକୁ ପ୍ରସ୍ତାବ ଦେଇଥିଲେ ପ୍ରିୟା । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos