Bengaluru Viral Video: ଅନେକ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଯେଉଁଥିରେ ଅନେକ ଲୋକ ଚଳନ୍ତା ବାଇକରେ ନାଚନ୍ତି ଏବଂ କିଛି ଅଦ୍ଭୁତ କାର୍ଯ୍ୟ କରନ୍ତି। ଏହିପରି ଅନେକ ଭିଡିଓକୁ ଦେଖୁ ପୋଲିସ ମଧ୍ୟ ଚାଲାଣ କରିଥାଏ। ତଥାପି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି, ଏଥିମଧ୍ୟରେ ସର୍ବସାଧାରଣ ସ୍ଥାନରେ ଷ୍ଟଣ୍ଟ କରିବା ଅନ୍ୟତମ। କର୍ଣ୍ଣାଟକରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଜନସାଧାରଣ ବ୍ରିଜରୁ ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକର ସ୍କୁଟି ଫିଙ୍ଗି ଦେଇଥିଲେ। ଦେଖନ୍ତୁ ଏହି ଭିଡିଓ-
Bengaluru Viral Video: କର୍ଣ୍ଣାଟକରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଜନସାଧାରଣ ବ୍ରିଜରୁ ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକର ସ୍କୁଟି ଫିଙ୍ଗି ଦେଇଥିଲେ। ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos