Train Accident: ମୁଣ୍ଡୁଳି ନିର୍ଗୁଣ୍ଡି ନିକଟରେ ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ୧୧ଟି ବଗି । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଯାତ୍ରୀ ଆହତ ହୋଇଥିବା ଯାତ୍ରୀଙ୍କ ପାଖରୁ ଶୁଣିବାକୁ ମିଳୁଛି । ତେବେ ମୃତାହତ ନେଇ ରେଳ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇଛି । ତେବେ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏସସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଦୁଇ ଜଣ ଆହତ ଯାତ୍ରୀ ଏସସିବିରେ ଭର୍ତ୍ତି ହୋଇଛନ୍ତି । ରେଳ ବିଭାଗ ପକ୍ଷରୁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ।
More Videos
More Videos
More Videos
More Videos
More Videos