Videos

Video: ଉତ୍ତମଙ୍କ ଏକାଦଶାହରେ ଯୋଗଦେଲେ ନବୀନ, ପାଛୋଟି ନେଲେ ବାବୁସାନ, ଦେଖନ୍ତୁ ଭିଡିଓ

Viral Video: ସ୍ୱର୍ଗତଃ ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରର ଉତ୍ତମଙ୍କ ସୁପୁତ୍ର ବାବୁସାନ ନବୀନଙ୍କୁ ନିଜ ଘରକୁ ପାଛୋଟି ନେଇଥିଲେ । ଉତ୍ତମଙ୍କ ଫଟୋ ନିକଟରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ନବୀନ । ଦେଖନ୍ତୁ ଏହି ଭିଡିଓ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More