Videos

VK Pandian: ତିବ୍ଦତୀୟ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ ବିଜେଡି ନେତା ଭିକେ ପାଣ୍ଡିଆନ୍, ଦେଖନ୍ତୁ ଏହି ଭିଡିଓ..

ଦିନିକିଆ ଗଜପତି ଗସ୍ତରେ ୫ଟି ଅଧକ୍ଷ ଭି କେ ପଣ୍ଡିଆନ୍। ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗ ବୌଦ୍ଧ ମନ୍ଦୀର ରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି। ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦୀର ରେ ତିବତୀୟଙ୍କ ସାତଦିନ ଧରି ଚାଲିଥିବା ଏହି ହବିଷ ର ଆଜି ଶେଷ ଦିନ ରହିଥିଲା। ମନ୍ଦିର କମିଟି ପକ୍ଷରୁ ଭିକେ ପାଣ୍ଡିଆନ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରଯାଇଥିଲା।

Video Thumbnail
Share
Advertisement
Read More