OBC Reservation: ସରକାରଙ୍କ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ସାମ୍ଵାଦିକ ସମ୍ମିଳନୀରେ କଟୁ ସମାଲୋଚନା କଲା ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ଓବିସି ସେଲ୍ ଉପସଭାପତି ଅରୁଣ ସାହୁ । ବିଜେପି ସରକାରଙ୍କୁ କଟାକ୍ଷ କରିଛନ୍ତି । ‘ଓବିସି ସଂରକ୍ଷଣ ଏକ ଧୋକ୍କା ଓ ପ୍ରବଞ୍ଛନା’ । ଗତ ବିଧାନସଭାରେ ବିଜେଡି ଏନେଇ ସରକାରଙ୍କୁ ଘେରିଥିଲା । ଉଚ୍ଚ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ନେଇ ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡିର ଚାପରେ ସରକାର ନଇଁଛନ୍ତି ।
More Videos
More Videos
More Videos
More Videos
More Videos