Videos

Sidhant Mohapatra Video: ରାଗିଗଲେ ଅଭିନେତା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ଭିଡିଓ ଭାଇରାଲ

Sidhant Mohapatra Video: ରାଗିଗଲେ ଅଭିନେତା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ଭିଡିଓ ଭାଇରାଲ । ଚାଲିଛି ବିଧାନସଭା ଅଧିବେଶନ। ଏହାରି ମଧ୍ୟରେ ୨୮ ଟି କାର୍ଯ୍ୟ ଦିବସ ରହିଥିଲେ ମଧ୍ୟ ଗୃହ ଠିକ୍ ଭାବେ ଚାଲିପାରୁନି । ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ଆଜି କୃଷି ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ବିରୋଧୀ ମାନେ ହୋ ହଲ୍ଲା କରିଥିଲେ। ଆଉ ଏହାକୁ ନେଇ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର କ୍ଷୋଭ ପ୍ରକାଶ କରିଥିଲେ।

Video Thumbnail
Share
Advertisement
Read More