Videos

Viral Video: 'ରାହୁଲ ଗାନ୍ଧୀ ମୋତେ ଠେଲି ଦେଲେ' ଠେଲି ଦେବାରୁ ତଳେ ପଡ଼ିଗଲି କହିଲେ ପ୍ରତାପ...ଦେଖନ୍ତୁ ଏହି ଭିଡିଓ...

Viral Video: ଆଜି ସଂସଦର ସିଢିରୁ ପଡି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୂଯାୟୀ ସିଢିରୁ ପଡ଼ିଯିବା ପରେ ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ଏକ ହ୍ୱିଲଚେୟାର ସାହାଯ୍ୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ସେ ସିଢିରୁ ପଡିଯାଇଥିବା ନେଇ ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ କିଛି ସାଂସଦଙ୍କୁ ଠେଲି ଦେଇଥିଲେ। ଯାହା ଫଳରେ ଭାରସାମ୍ୟ ହରାଇ ସିଢିରୁ ପଡି ଯାଇଥିଲେ। 

Video Thumbnail
Share
Advertisement
Read More