Videos

Sonu Nigam: ବାଲିଯାତ୍ରାର ଏହି ଭିଡିଓ ସେୟାର କଲେ ନିଜେ ସୋନୁ ନିଗମ

Sonu Nigam: ବାଲିଯାତ୍ରାରେ ଦେଖିବାକୁ ମିଳିଥିଲା ବଲିଉଡ ସିଙ୍ଗର ସୋନୁ ନିଗମଙ୍କ କ୍ରେଜ୍ । ମଙ୍ଗଳବାର ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ସୋନୁ ନିଗମ ନାଇଟ୍ । ଲାଗୁଥିଲା ଯେମିତି ଝୁମିଥିଲା କଟକ ଐତିହାସିକ ବାଲିଯାତ୍ରା ପଡିଆ । ଉଭୟ ହିନ୍ଦୀ ଏବଂ ଓଡ଼ିଆ ସଂଗୀତ ପରିବେଷଣ କରି ସୋନୁ ନିଗମ୍ ସମସ୍ତଙ୍କ ମନ ଜିଣିଥିଲେ । ଖାସ୍ କଥା ହେଲା, ଜଗନ୍ନାଥ ଭଜନ ଗାଇଲା ବେଳେ ପାଦରୁ ଜୋତା ଓହ୍ଲାଇ, ବେଶ ଶ୍ରଦ୍ଧାର ସହ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ ସୋନୁ। ଆଉ ଏହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ହେଲେ ଜାଣିଛନ୍ତି କି, ଏମିତି ଏକ ଭିଡିଓ ସୋନୁ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି ଯାହା ଆପଣ ଦେଖିନଥିବେ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More