Videos

Babushaan Mohanty: ବ୍ରହ୍ମପୁରକୁ ମୁଁ ବେଶି ଭଲ ପାଏ, ଏଠି ଯେଉଁ ଫିଲ୍ମ ହିଟ୍ ହୁଏ ସବୁଠି ହିଟ୍ ହୁଏ:ବାବୁସାନ୍

Babushaan Mohanty: ବ୍ରହ୍ମପୁର ସ୍ଥିତ ରୁକ୍ମଣୀ ହଲରେ ଓଡିଆ ସିନେ ଜଗତର ଅଭିନେତା ବାବୁସାନ୍ ପହଞ୍ଚି ଦର୍ଶକ ଙ୍କୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି ବ୍ରହ୍ମପୁର ହେଉଛି ମୋର ପ୍ରିୟ ସହର । ଏଠି ଯେଉଁ ଫିଲ୍ମ ହିଟ୍ ହୁଏ, ସବୁଠି ହିଟ୍ ହୋଇଥାଏ । ବୋଉ ବୁଟୁ ଭୁତ ଫିଲ୍ମ ରିଲିଜ ଅବସରରେ ବାବୁସାନ୍ ଦର୍ଶକ ଙ୍କ ସହ ଫିଲ୍ମ ଦେଖି ଅନୁଭବ ପ୍ରକାଶ କରିଛନ୍ତି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More