Bride Father Dance: ସାମନ୍ଥାଙ୍କ 'ଉ ଅଣ୍ଟାୱା'ଗୀତ ରେ ଏମିତି ନାଚିଲେ କନ୍ୟାର ପିତା। ଆଜ୍ଞା ହଁ ଏହି ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ବିବାହ ଉତ୍ସବରେ ପୁରା ଧୂମଧାମରେ ଚାଲିଛି। ହେଲେ ଏହାରି ମଧ୍ୟରେ ଜଣେ ବୟସ୍କ ବ୍ୟକ୍ତି ସାମନ୍ଥାଙ୍କ 'ଉ ଅଣ୍ଟାୱା'ଗୀତ ରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ତେବେ ଏହି ବୟସ୍କ ବ୍ୟକ୍ତି ଜଣକ କନ୍ୟାର ବାପା ବୋଲି କୁହାଯାଉଛି। ଆଉ ତାଙ୍କ ଡ୍ୟାନ୍ସ ମୁଭ୍ ଦେଖି ପୂରା ଅତିଥି ଚକିତ ହୋଇଯାଇଛନ୍ତି।
More Videos
More Videos
More Videos
More Videos
More Videos