Videos

Crime Video: ସାମାନ୍ୟ ଜମି ପାଇଁ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ, ଦେଖନ୍ତୁ ଏହି ଭିଡିଓ...

Crime News: ସାମାନ୍ୟ ଜମି ବିବାଦକୁ ନେଇ ଗୋଟିଏ ମା' ପେଟରୁ ଜନ୍ମ ହୋଇଥିବା ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ବଡ ଭାଇ ଭାଉଜ ଜମିରେ କାମ କରୁଥିବା ବେଳେ ଦୁର୍ଦ୍ଦାନ୍ତ ସାନ ଭାଇ ଭାଉଜକୁ ମାଡ ମାରି ତଳେ ପକେଇ ବିଷ ପିଆଇ ଦେବାରୁ ତାକୁ ବିରୋଧ କରିବାରୁ ବଡ ଭାଇ ସାନ ଭାଇ ତାଙ୍କ ପୁଅ ଓ ସ୍ତ୍ରୀ ସହିତ ମଶି ବଡ଼ ଭାଇର ତଣ୍ଟିକୁ କାଟିଦେଇ ଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ସମେଇ ଗୁଡ଼ା ଗ୍ରାମରେ। ଘଟଣାଟି ଘଟିଛି କେ. ଭରତ ପଲ୍ଲୀ ଓ ସମେଇ ଗୁଡ଼ାର ରାସ୍ତା ଠାରୁ ଅନିତ ଦୂରରେ ଥିବା ଜମି ଭିତରେ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More