Crime: ଫିଷ୍ଟ୍ କରିବା ପାଇଁ ଏକ ଘରକୁ ଡ଼ାକିଲେ , ଖାଇ ସାରି ହାତ ଧୋଇବା ବେଳେ ପଛ ପଟୁ ହାଣି ଦେଲେ। ପରେ ଘର ନିକଟରେ ଆଣି ଫିଙ୍ଗିଦେଲେ। ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାରେ ଏମିତି ଭାବେ ହତ୍ୟା କରାଯାଇଥିବା ବିଶ୍ଵସ୍ଥ ସୂତ୍ର ରୁ ଖବର ମିଳିଛି। ପୋଲିସ ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିଥିଲେ ବି ଘଟଣାକୁ ନେଇ ମୁଁହ ଖୋଲି ନାହିଁ । ଗତ ନଭେମ୍ବର ୧୩ ତାରିଖ ରାତିରେ ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ହତ୍ୟା ଘଟଣା ପରେ ପୁଣି ଥରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ଗ୍ରାମାଞ୍ଚଳ ପୋଲିସ। ୪ ଜଣ ଅଜଣା ଅଭିଯୁକ୍ତଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।
More Videos
More Videos
More Videos
More Videos
More Videos