Odisha News: ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଜୁଲୁମବାହାଲ ପୁରନା ଗାଁର ଅ।ଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା। ଏକ ତରଫା ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଅଙ୍ଗନବାଡି କର୍ମୀ ଦିବ୍ୟାଭାରତୀ ଅଢାଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରି ଅ।ସିବା ସହ ବାହା ହେବାକୁ ବାରମ୍ଵାର କହି ଅ।ସୁଥିଲା ଆଜି ମଧ୍ୟ ଅ।ଙ୍ଗନବାଡି କର୍ମୀଙ୍କୁ ବାହା ହେବା କଥା କହିବା ପରେ ଦିବ୍ୟାଭାରତୀ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷୀପ୍ତ ହୋଇ ଆଜି ଦିବ୍ୟାଭାରତୀ ନିଜ ଅ।ଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଅଙ୍ଗନବାଡି ରାସ୍ତାର ଏକ ନିଛାଟିଅ। ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଅକ୍ରମଣ କରିଥିଲେ। ଫାର୍ସା ଅକ୍ରମଣରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିଲା ପରେ ଯୁ

More Videos
More Videos
More Videos
More Videos
More Videos