Videos

ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଜଳିଗଲା ବସ

ଆଜି ସକାଳେ ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ଏକ ବସ ଜଳିଯାଇଥିବା ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା ସେ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିପାରିନାହିଁ।

Video Thumbnail
Share
Advertisement
Read More