Videos

Gautam Adani Video: ପୁରୀରେ ରଥାଋଢ ତିନି ଠାକୁରଙ୍କୁ ଦର୍ଶନ କଲେ ଗୌତମ ଅଦାନୀ, ବାଣ୍ଟିଲେ ପ୍ରସାଦ

Gautam Adani: ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ରଥ ଛୁଇଁ ମୁଣ୍ଡିଆ ମାରିବା ସହ ଦେଶର ମଙ୍ଗଳ କାମନା କଲେ ଆଦାନୀ । ଶ୍ରୀକ୍ଷେତ୍ର ଆସି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗୌତମ ଆଦାନୀ । ଗଣମାଧ୍ୟମକୁ କହିଛନ୍ତି ,’ ମହାପ୍ରଭୁଙ୍କ ଚରଣରେ ଆସିବା ସୌଭାଗ୍ୟ ମୋତେ ଆଜି ମିଳିଛି । ଏ ସୁଯୋଗ ମୋ ଜୀବନରେ ଏକ ଅନ୍ୟ ଅନୁଭୂତି ହୋଇ ରହିବ । ମୋ ପାଖରେ ଆଗରୁ କିଛି ନଥିଲା । ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମୁଁ ସବୁ ପାଇଛି ।

Video Thumbnail
Share
Advertisement
Read More