Videos

Rohit Sharma Video: ଡିନର କରୁଥିଲେ ରୋହିତ ଶର୍ମା, ହଠାତ୍ ପହଞ୍ଚିଗଲେ ଜଣେ କୁନି ଫ୍ୟାନ୍

Rohit Sharma Video: ଡିନର କରୁଥିଲେ ରୋହିତ ଶର୍ମା, ହଠାତ୍ ପହଞ୍ଚିଗଲେ ଜଣେ କୁନି ଫ୍ୟାନ୍ । ଏମିତି ଏକ ଭିଡିଓ ଏବେ ବେଶ୍ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । କୁନି ଫ୍ୟାନ୍ ଜଣକ ଦେବାର୍ଯ୍ୟ ଶତପଥୀ ବୋଲି ଜଣାପଡିଛି। ତେବେ କ୍ୟାପଟେନ୍ ରୋହିତ ଶର୍ମା ଓ ଋଷଭ ପନ୍ତ ଓ ଅଭିଷେକ ନାୟାପ ଓ ଯଶସ୍ୱୀ ବସି ଡିନର କରୁଥିବା ବେଳେ ପହଞ୍ଚିଥିଲେ ଦେବାର୍ଯ୍ୟ ଶତପଥୀ । ତାଙ୍କ ସହ କିଛି ସମୟ କଥା ହେବା ପରେ ସମସ୍ତେ ତାଙ୍କ ଟି ସାର୍ଟରେ ଅଟୋଗ୍ରାଫ ଦେଇଥିଲେ। ଯାହାକୁ ନେଇ ଭାଇରାଲ ହୋଇଛନ୍ତି ଦେବାର୍ଯ୍ୟ।

ଆପଣଙ୍କ ନିକଟରେ ପ୍ରତିଟି ଖବର ପହଞ୍ଚାଇବର ଏହା ଏକ ମାଧ୍ୟମ...ତଳକୁ ତଳ ସ୍କ୍ରଲ କରିବା ପରେ ଉପରୋକ୍ତ ଭିଡିଓକୁ ଆପଣ ଦେଖି ପାରିବେ...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More