Car Khana Bhauja New Video: ଏବେ ଚର୍ଚ୍ଚାରେ କାରଖାନା ଭାଉଜ ଅର୍ଥାତ୍ ନେହା ପାଣିଗ୍ରାହୀ । ନିଜ ହାତ ତିଆରି ସୁସ୍ୱାଦୁ ଖାଦ୍ୟ ଦେଇ ଲୋକଙ୍କୁ ବିମୋହିତ କରିଥିବା କାର୍ ଖାନା ଭାଉଜ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବି ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ଅନେକ ସମୟରେ ସୋସିଆଲ ମିଡିଆ ରେ ଆକ୍ଟିଭ ରହିଥାନ୍ତି କାର୍ ଖାନା ଭାଉଜ। ସମୁଦ୍ରକୂଳରୁ ଭାଇରାଲ ହୋଇଛି ଫେମସ ଲେଡି ନେହା ପାଣିଗ୍ରାହୀଙ୍କ ଏହି ଭିଡିଓ। ଏହି ଭିଡିଓରେ ସେ ଏକ ବ୍ଲାକ୍ ହ୍ୱାଇଟ୍ ଆଉଟଫିଟ୍ ରେ ନଜର ଆସିଛନ୍ତି।
Also Read: Rani Panda Video: ଦେହ ଖରାପ ପୂର୍ବରୁ ଭାଇରାଲ ହୋଇଥିଲା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏହି ଭିଡିଓ
More Videos
More Videos
More Videos
More Videos
More Videos