Videos

CCTV Footage: ବ୍ରହ୍ମପୁରରେ ଭୟଙ୍କର ଦୁର୍ଘଟଣା, ସିସିଟିଭିରେ କଏଦ ହେଲା ଏହି ଦୃଶ୍ୟ...

CTV Footage: ବ୍ରହ୍ମପୁର ହାତିବନ୍ଧ ସ୍ଥିତ ଛକରେ ଏକ ଯାତ୍ରୀବାହୀ ଅଟୋଟି ଭାରସାମ୍ୟ ହରାଇ ସିଧା ସଳଖ ଏକ ଘରର ଗେଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ରେ ଆହାତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଛନ୍ତି।

Video Thumbnail
Share
Advertisement
Read More