CCTV Video Viral: ନର ଭକ୍ଷୀ ହାଇୱା କାର କୁ ଦ୍ରୁତ ଗତି ରେ ଗୋଡାଉ ଥିବା cctv ଫୁଟେଜ ଭାଇରଲ । ସୂଚନା ଥାଉ କି ଗତ ଚାରି ତାରିଖ ବିଳମ୍ବିତ ରାତିରେ ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ସ୍ୱାମୀ ମୁରଲୀଧର ଛୁରିଆ ଙ୍କୁ ହାଇୱା ରେ ଧକ୍କା ମାରି ହତ୍ୟା କରାଯାଇଥିଲା ।
More Videos
More Videos
More Videos
More Videos
More Videos