IND Vs PAK Video: ରବିବାର ଦୁବାଇରେ ଅନୁଷ୍ଠିତ IND ବନାମ PAK ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚରେ ପାକିସ୍ତାନ ଉପରେ ୬-ୱିକେଟ ବିଜୟ ସହ ଭାରତ ସମସ୍ତ ବିଭାଗରେ ନିଜର ଆଭିମୁଖ୍ୟ ପ୍ରଦର୍ଶନ କରିଛି। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ବିରାଟ ଶତକ କହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରି ବିଜୟ ହାସଲ କରିଛି ଭାରତ। ବିରାଟଙ୍କ ଶତକ ପରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କୁହାଯାଉଛି ଯେ ଏହି ଭିଡିଓଟି ପାକିସ୍ତାନର। ବିରାଟଙ୍କ ଶତକ ପରେ ପାକିସ୍ତାନୀ କ୍ରିକେଟ୍ ପ୍ରେମୀ ଏହାକୁ ସେଲିବ୍ରେଟ୍ କରିଛନ୍ତି।