Videos

Video: 'ପାଉଚୁ ପିଲେଇ ଦେ' ଗୀତରେ ସେଲିବ୍ରେଟିଙ୍କ ରିଲ୍ସ, ଭିଡିଓ ଭାଇରାଲ୍

Viral Video: ନୂଆ ଓଡ଼ିଆ ଗୀତ 'ପାଉଚୁ ପିଲେଇ ଦେ' ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଅନେକ ଲୋକ ଗୀତଟିରେ ରିଲ୍ସ ସୁଟ୍ କରି ଅପଲୋଡ କରୁଥିବା ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ ପୁନମ ମିଶ୍ର, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ଦୀପା ଏହି ଗୀତରେ ଟିକେ ନିଆରା ରିଲ୍ସ ସୁଟ୍ କରି ସେୟାର କରିଛନ୍ତି ।

Video Thumbnail
Share
Advertisement
Read More